Shut down in Nilagiri NAC
ଜିଲ୍ଲା 

ଅମାନିଆଙ୍କ ପାଇଁ ନୀଳଗିରିର ୫ଟି ପ୍ରବେଶ ପଥ ସିଲ

ଅମାନିଆଙ୍କ ପାଇଁ ନୀଳଗିରିର ୫ଟି ପ୍ରବେଶ ପଥ ସିଲ ନୀଳଗିରି: ଅଗଷ୍ଟ ୮: (ସ.ବ୍ୟୁ): ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ନୀଳଗିରି ବ୍ଲକ ଓ ଏନ୍‌ଏସିରେ ମୋଟ ୬୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ କମିବାରେ ନା ଧରୁନାହିଁ ମହାମାରୀ କରୋନା । ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ରାତି ୧୨ଟାରୁ ମଙ୍ଗଳବାର ସକାଳ ୫ଟା ପର୍ଯ୍ୟନ୍ତ ନୀଳଗିରି ଏନ୍‌ଏସିକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ । ସ୍ଥାନୀୟ ପ୍ରଶାସନ ପକ୍ଷରୁ […]
Read More...

Advertisement