Shut Down in Gajapati
ଓଡ଼ିଶା 

ପାରଳାଖେମୁଣ୍ଡି ସହର ସମେତ ଗୋଷାଣୀ ବ୍ଲକ, ଗୁମ୍ମା ବ୍ଲକ ଓ ରଣିପେଣ୍ଠା ପଞ୍ଚାୟତ କୁ ତିନି ଦିନିଆ ପାଇଁ ସଟ୍ଡ଼ାଊନ ଘୋଷଣା କଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି ସହର ସମେତ ଗୋଷାଣୀ ବ୍ଲକ, ଗୁମ୍ମା ବ୍ଲକ ଓ ରଣିପେଣ୍ଠା ପଞ୍ଚାୟତ କୁ ତିନି ଦିନିଆ ପାଇଁ ସଟ୍ଡ଼ାଊନ ଘୋଷଣା କଲେ ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି:୨୬/୬ (ଗରୁଡ଼ ଧ୍ୱଜ ଚୌଧୁରୀ): ଗଜପତି ଜିଲ୍ଲାରେ କରନା ପୋଜେଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି Iଏଣୁ ଏହାକୁ ରୋକିବା ପାଇଁ ଆଗାମୀ ୨୮,୨୯ ଓ ୩୦ ତିନି ଧରି ଗଜପତି ଜିଲ୍ଲାର ସଦର ମହକୁମା ପାରଳଖେମୁଣ୍ଡି, କାଶୀନଗର ବ୍ଲକର ରାଣିପେଣ୍ଠା, ଗୁମ୍ମାବ୍ଲକ ଓ ଗୋଷାଣୀ ବ୍ଲକ କୁ ସଟ୍ଡ଼ାଊନ ଘୋଷଣା କଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହା l ଏ ଅବସରରେ ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି ସୂଚନା ଦେଇଛନ୍ତି l ଏହି […]
Read More...

Advertisement