Shri Jagannath Temple
ଓଡ଼ିଶା 

ଭଉଁରୀ ଯାତ୍ରା; ଡେରାଗଲା ୩ରଥର ୬ଟି ଚକ

ଭଉଁରୀ ଯାତ୍ରା; ଡେରାଗଲା ୩ରଥର ୬ଟି ଚକ Report by Nrusingha Charan Mohanty ପୁରୀ,୧୫ା୫(ସବ୍ୟୁ):ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଯାତ୍ରା ଅବସରରେ ମହାପ୍ରଭୁବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୩ଟି ଅଖ ଓ ୬ଟି ଚକ ଡେରାଯାଇଛି । ଶ୍ରୀନ୍ଦିରରେ ବିଭିନ୍ନ ନୀତି ସମ୍ପାଦନ ପରେ ୩ଜଣ ପାଳିଆ ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ଘଣ୍ଟ, ଛତା, କାହାଳୀ ସହ ରଥଖଳାକୁ ଆସିଥିଲେ । ରଥଖଳାରେ ଆଜ୍ଞାମାଳ ପହଞ୍ଚିବା ପରେ ବିଧି ଅନୁଯାୟୀ ୩ଟି ଅଖ ଓ ଚକ […]
Read More...
ଓଡ଼ିଶା 

ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ନୃସିଂହ ଜନ୍ମନୀତି

ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ନୃସିଂହ ଜନ୍ମନୀତି ପୁରୀ(ସବୁ୍ୟ): 07/05: ପାରମ୍ପରିକ ବିଧିବିଧାନ ଅନୁଯାୟୀ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମନୀତି ସଂପନ୍ନ ହୋଇଛି । ବୁଧବାର ଯାତଭୋଗ ଶେଷ ହେବାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଲକ୍ଷ୍ମୀ ଓ ସରସ୍ୱତୀ ଚନ୍ଦନ ଯାତ୍ରା ପାଇଁ ବିମାନ ଓ ପାଲିଙ୍କିରେ ବିଜେ କରିଥିଲେ । ପରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଉଠିଥିଲା । ମନ୍ଦିର ଭିତରେ ଚାପ ଖେଳ ସାରି ଦିଅଁ ଫେରିବା ପରେ ପାଳିଆ ପୂଜାପଣ୍ଡା ଘଣ୍ଟ, ଛତା, କାହାଳୀ […]
Read More...

Advertisement