shree nagara news
Feature 

ଅସମୟର ସାଥୀ

ଅସମୟର ସାଥୀ ଦିଲ୍ଲୀ: ସେପ୍‌ଟେମ୍ବର ୩: ସମାଜ ସେବା କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାଆନ୍ତି । ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେହିଭଳି ଏକ ଘଟଣା ଆଜିକାଲି ଲୋକଙ୍କ ହୃଦୟ ଜିତିଛି । ଶ୍ରୀନଗରର ଇରଫାନା ନିଜ ଅଞ୍ଚଳର ସମସ୍ତ ସୁଲଭ ଶୌଚାଳୟରେ ମହିଳାଙ୍କ ସୁବିଧା ପାଇଁ ସାନିଟାରି ନାପ୍‌କିନ୍‌ ରଖୁଛନ୍ତି । ସେ ଏହାକୁ ମାଗଣାରେ ରଖୁଛନ୍ତି । ଶ୍ରୀନଗରର ମୁନିସ୍‌ପାଲ୍‌ କର୍ପୋରେସନ୍‌ ସହିତ କାର୍ଯ୍ୟରତ ଇରଫାନା […]
Read More...

Advertisement