shree mandira opening
ଓଡ଼ିଶା 

ଖୋଲିଲା ଶ୍ରୀମନ୍ଦିରର, ଆଜିଠୁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ

ଖୋଲିଲା ଶ୍ରୀମନ୍ଦିରର, ଆଜିଠୁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ ଭୁବନେଶ୍ୱର: ଅଗଷ୍ଟ ୨୩: ପ୍ରାୟ ୪ମାସର ବ୍ୟବଧାନ ପରେ ରାଜ୍ୟ ଓ ରାଜ୍ୟ ବାହାର ଭକ୍ତ ତଥା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ କଟକଣା ଯୋଗୁଁ ଦୀର୍ଘ ମାସ ଧରି ବନ୍ଦ ଥିବା ଶ୍ରୀକ୍ଷେତ୍ରଧାମର ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସମସ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ବହୁତ ଖୁସିଥିବା ଜଣାଯାଉଥିଲେ । ଶ୍ରୀମନ୍ଦିରରେ […]
Read More...

Advertisement