shree mandir
ଓଡ଼ିଶା 

ଆଜିଠାରୁ ତିନି ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର

ଆଜିଠାରୁ ତିନି ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର ଭୁବନେଶ୍ୱର: ସେପ୍‌ଟେମ୍ବର ୧୦: ଆଜି ଶ୍ରୀଗଣେଶ ଚତୁର୍ଥ ଲାଗି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଆସନ୍ତା ଶନିବାର ଓ ରବିବାର ମଧ୍ୟ ଭକ୍ତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ନାହିଁ । ପୂର୍ବ ଏସ୍‌ଓପି ନିୟମ ଅନୁସାରେ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ତେବେ ଭକ୍ତ ଆସନ୍ତା ସୋମବାର ଦିନ ନୂତନ ଏସ୍‌ଓପି ନିୟମ ଅନୁସାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ । ନୂତନ ଏସ୍‌ଓପି ଅନୁସାରେ, କେବଳ ରବିବାର ଦିନ ଶ୍ରୀମନ୍ଦିର […]
Read More...
ଓଡ଼ିଶା 

ପୁରୀ ସେବାୟତଙ୍କୁ ମିଳିବ ଘର: ଘର ନିର୍ମାଣ ପାଇଁ ପରିବାର ପିଛା ୨ଲକ୍ଷ ଟଙ୍କା

ପୁରୀ ସେବାୟତଙ୍କୁ ମିଳିବ ଘର: ଘର ନିର୍ମାଣ ପାଇଁ ପରିବାର ପିଛା ୨ଲକ୍ଷ ଟଙ୍କା ଭୁବନେଶ୍ୱର: ଅଗଷ୍ଟ ୨୬: ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆସିଲା ଖୁସି ଖବର । ସେବାୟତ ପରିବାରଙ୍କୁ ମିଳିବ ଘର । ଏଥିପାଇଁ ୮ ଏକର ଜମିର ବ୍ୟବସ୍ଥା ମଧ୍ୟ କରାଯାଇଛି । ପରିବାର ପିଛା ୬ଶହ ବର୍ଗଫୁଟ ଜମି ମିଳିବା ସହିତ ଘର ନିର୍ମାଣ କରିବା ପାଇଁ ପରିବାର ପିଛା ଦୁଇ ଲକ୍ଷ ଟଙ୍କା ମିଳିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚାରି ଶହ ସେବାୟତ […]
Read More...

Advertisement