shree madira parichalana commitee
ଜିଲ୍ଲା  ଓଡ଼ିଶା 

ମହଙ୍ଗ। ହୋଇପ।ରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ

ମହଙ୍ଗ। ହୋଇପ।ରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ ପୁରୀ: ଜାନୁଆରୀ ୦୭: ଦୂରଦୂର।ନ୍ତରୁ ଶ୍ରୀକ୍ଷେତ୍ର ଆସୁଥିବ। ଭକ୍ତଙ୍କ ରହଣୀ ପ।ଇଁ ବ୍ୟବସ୍ଥ। କରିବ।କୁ ୨୦୧୮ରେ ଶ୍ରୀମନ୍ଦିର ପ୍ରଶ।ସନକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ନିର୍ଦ୍ଦେଶ କ୍ରମେ ପୁରୀରେ ୬୦ ହଜ।ର ଭକ୍ତଙ୍କ ରହଣୀର ବ୍ୟବସ୍ଥ। ହେବାକଥା। କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସରକାର ମଧ୍ୟ ଗ୍ରହଣ କରି ସତ୍ୟପାଠ ଦାଖଲ କରିଥିଲେ। ଇତି ମଧ୍ୟରେ ଏହି ନିର୍ଦ୍ଦେଶକୁ ୩ ବର୍ଷ ବିତିିଯାଇଥିଲେ ମଧ୍ୟ ଏଥିନେଇ କୌଣସି କାର୍ଯ୍ୟ ନହୋଇଥିବାବେଳେ ପୁରୀରେ ଯେଉଁ କେତୋଟି ଭକ୍ତନିବ।ସ ଥିଲ। […]
Read More...

Advertisement