Shraddha Kapoor
ରାଜନୀତି 

ୱାଙ୍ଖଡେଙ୍କୁ ପୁଣି ଟାର୍ଗେଟ କଲେ ନବାବ

ୱାଙ୍ଖଡେଙ୍କୁ ପୁଣି ଟାର୍ଗେଟ କଲେ ନବାବ ମୁମ୍ବାଇ: ନଭେମ୍ବର: ୦୨: ମହାରାଷ୍ଟ୍ର କ୍ରୁଜ୍‌ ଡ୍ରଗ୍‌ସ ମାମଲାରେ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏନ୍‌ସିବି ହାତରେ ଧରାପଡ଼ିବା ପରେ ମହାରାଷ୍ଟ୍ର ରାଜନୀତିର ମାହୋଲ ଏକ ପ୍ରକାର ବଦଳିଯାଇଛି । କେଉଁଠି ରାଜନୀତି ଦଳ ମଧ୍ୟରେ ଦ୍ୱନ୍ଦ ଦେଖାଯାଇଛି ତ ’ କିଏ ଏନ୍‌ସିବକୁ ଦୋଷ ଦେଉଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଟାର୍ଗେଟ କରିଛନ୍ତି ଏନ୍‌ସିବି ଜୋନାଲ ଡାଇରେକଫର ସମୀର ୱାଙ୍ଖଡେଙ୍କୁ । ଗତକାଲି ନବାବ ଏକ ପ୍ରେସ୍‌ କନଫରେନ୍ସ କରି […]
Read More...

Advertisement