Shooting on anti-hijab protestors
ବିଶ୍ବ  ଅପରାଧ 

ଇରାନ: ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ଗୁଳିମାଡ଼,୫ ମୃତ ୧୦ ଆହତ

ଇରାନ: ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ଗୁଳିମାଡ଼,୫ ମୃତ ୧୦ ଆହତ ଇରାନ : ଇରାନର ଦକ୍ଷିଣ-ପଶ୍ଚିମ ସହରର ଇଜେହ ରେ ହୋଇଛି ଆଖିବୁଜା ଗୁଳିମାଡ଼ I ହିଜIବ ବିରୋଧୀ ଆନ୍ଦୋଳନ ବେଳେ ଏହି ଗୁଳିମାଡ଼ ହୋଇଛି I ଏହି ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଥିବା ସୂଚନା ମିଳିଛି । ସୂଚନାନୁସାରେ ନଭେମ୍ବର ୧୬ ରେ ଏକ ବାଇକ୍ ରେ ଆସି ଆକ୍ରମଣକାରୀମାନେ ଆନ୍ଦୋଳନ କାରୀମାନଙ୍କ […]
Read More...

Advertisement