Shivraj Singh Chouhan
ଦେଶ- ବିଦେଶ 

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଭୁତାଣୁ ରେ ସଂକ୍ରମିତ

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଭୁତାଣୁ ରେ ସଂକ୍ରମିତ ଭୋପାଳ: ଜୁଲାଇ ୨୫: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଭୁତାଣୁରେ ସଂକ୍ରମିତ ହେଇଛନ୍ତି I ଟ୍ୱଇଟର ଯୋଗେ ଏ କଥା ସେ ନିଜେ ଜଣାଇଛନ୍ତି I ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବା ପରେ ସ୍ୱାବ ଟେଷ୍ଟ କରାଯାଇଥିଲା ଏବଂ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି ବୋଲି ସେ ନିଜେ ଜଣାଇଛନ୍ତି I ତାଙ୍କ ସହ ସମ୍ପର୍କ ରେ ଆସିଥିବା ସମସ୍ତ ଙ୍କୁ କରୋନା ଟେଷ୍ଟ କରାଇ ନେବା ପାଇଁ ସେ ଅନୁରୋଧ […]
Read More...

Advertisement