Shihab Kaisar Khan
ବିଶ୍ବ 

ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଉପରେ ଗୁଳିକାଣ୍ଡ, ୯ମୃତ

ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଉପରେ ଗୁଳିକାଣ୍ଡ, ୯ମୃତ ବାଙ୍ଗଲାଦେଶ: ଅକ୍‌ଟୋବର ୨୨: ବାଙ୍ଗଲାଦେଶସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଉପରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି ଚଳନା କରିଛନ୍ତି । ଏଥିରେ ୭ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଏହାହସିତ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ବାଙ୍ଗାଲାଦେଶ ରିପୋର୍ଟ ଅନୁସାରେ, ଭୋର ୪ଟା ସମୟରେ ୧୮ ନମ୍ବର ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରର ବ୍ଲକ୍‌ ଏଚ୍‌-୫୨ରେ ଥିବା ଏକ ମଦ୍ରାସାରେ ଆକ୍ରମଣ ହୋଇଛି । କିଛି ଅଜ୍ଞାତ ଆକ୍ରମଣକାରୀମାନେ ସେଠାରେ ଗୁଳିକାଣ୍ଡ ଘଟାଇଥିଲେ । ଉଖିୟା ପୁଲିସ […]
Read More...

Advertisement