Sheikh Hamdan bin Mohammed bin Rashid Al Makhtoum
ବିଶ୍ବ 

ବିଶ୍ୱର ପ୍ରଥମ ପେପର୍‌ଲେସ୍‌ ସରକାର ତିଆରି କଲା ଦୁବାଇ

ବିଶ୍ୱର ପ୍ରଥମ ପେପର୍‌ଲେସ୍‌ ସରକାର ତିଆରି କଲା ଦୁବାଇ ଦୁବାଇ: ଡିସେମ୍ବର ୧୪: ବୃକ୍ଷ କଟାକୁ ରୋକିବା ସକାଶେ କାଗଜର ବ୍ୟବହାରକୁ କମ୍‌ କରିବାକୁ ବହୁ ଦେଶ ଅଭିଯାନ କରୁଥିଲା ବେଳେ ଦୁବାଇ ଏହି କାର୍ଯ୍ୟରେ ଶପ୍ରତିଶତ ସଫଳ ହୋଇପାରିଛି । ବିଶ୍ୱର ପ୍ରଥମ ଦେଶ ଭାବେ ଦୁବାଇ ଶତପ୍ରତିଶତ କାଗଜବିହୀନ ହୋଇପାରିଛି । ଏନେଇ ଏମିରେଟ୍‌ ର ରାଜକୁମାର ଶେଖ୍‌ ହମଦାନ ବିନ ମହମ୍ମଦ ବିନ ରଶିଦ ଅଲ୍‌ ମକତୁମ ଘୋଷଣା କରିଛନ୍ତି । ଦୁବାଇ ସରକାରଙ୍କ ସବୁ ପ୍ରକାର ବାହ୍ୟ ଓ ଆଭ୍ୟନ୍ତରୀଣ କାରବାର […]
Read More...

Advertisement