Shanvi
ମନୋରଞ୍ଜନ 

ୱେବସିରିଜ୍ କୁଇନ

ୱେବସିରିଜ୍ କୁଇନ ନିଜର ଅଭିନୟର ଯାଦୁରେ ସେ ତିଆରି କରିଛନ୍ତି ନିଜ ପାଇଁ ଏକ ସ୍ୱତନ୍ତ୍ର ଫ୍ୟାନ୍‌ବେଶ୍‌ । ପଞ୍ଚାୟତ ୱେବସିରିଜ୍ ରେ ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ୟାଗ୍‌ ମିଳିଛି ୱେବସିରିଜ୍ କୁଇନ୍‌ ସାନ୍‌ଭିକା । ନିକଟରେ ୱେବ ସିରିଜ୍‌ ପଞ୍ଚାୟତକୁ ନେଇ ଖୁବ ଚର୍ଚ୍ଚା ଜାରି ରହିଛି । ଏଥିରେ ଅଭିନୟ କରିଥିବା ସମସ୍ତ ଷ୍ଟାରକାଷ୍ଟଙ୍କର ଅଭିନୟ ଖୁବ ଉଚ୍ଚକୋଟିର ହୋଇଛି । ଏହାର ପ୍ରତିଟି ଚରିତ୍ରକୁ ଦର୍ଶକ ଖୁବ ଭଲପାଇବା ଦେଉଥିବାର […]
Read More...

Advertisement