Shankaracharya Puri
ଓଡ଼ିଶା 

ରଥଯାତ୍ରା ବନ୍ଦ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା

ରଥଯାତ୍ରା ବନ୍ଦ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ଭୁବନେଶ୍ୱର : ଜୁନ ୨୧:ପୁରୀ ରଥଯାତ୍ରା ବନ୍ଦ ହେବା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ କଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରଥଯାତ୍ରା ବନ୍ଦ ପାଇଁ ହୋଇଛି ଯୋଜନାବଦ୍ଧ ଯୋଜନା । ସୁପ୍ରିମକୋର୍ଟ ଚାହିଁଥିଲେ ୨୦ ଜୁନରେ ଆବେଦନକୁ ସ୍ୱେଛାକୃତ ଭାବେ ଗ୍ରହଣ କରିପାରିଥାନ୍ତେ । କୌଣସି ବିଶେଷ ପରିସ୍ଥିତିରେ ଅବକାଶ ଦିନ ଥିଲେ ବି କୋର୍ଟ ଖୋଲିପାରିବ । ପରମ୍ପରା ବନ୍ଦ ହେଲେ ଜଗନ୍ନାଥ କ୍ଷମା ଦେବେ କି ବୋଲି ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । […]
Read More...

Advertisement