Shalini Pandit
ଓଡ଼ିଶା 

ଆଶ୍ୱସ୍ତ କଲେ ସରକାର; ମହଜୁଦ ରହିଛି ଯଥେଷ୍ଟ ପରିମାଣର କରୋନା ଔଷଧ

ଆଶ୍ୱସ୍ତ କଲେ ସରକାର; ମହଜୁଦ ରହିଛି ଯଥେଷ୍ଟ ପରିମାଣର କରୋନା ଔଷଧ ଭୁବନେଶ୍ୱର: ଜୁଲାଇ ୩୧: କରୋନା ନେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଯଥେଷ୍ଟ ପରିମାଣର କରୋନା ଔଷଧ ଓ ଅମ୍ଳଜାନ ଉପଲବ୍ଧ ରହିଥିବା କହିଛନ୍ତି ଏନ୍‌ଆର୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଗଂଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବି ଯଥେଷ୍ଟ ପରିମାଣର ବେଡ ରହିଥିବା ସେ କହିଛନ୍ତି । ଏହା ସହ ପ୍ଲାଜମା ଚିକିତ୍ସା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ପ୍ଲାଜମା ଥେରାପି ମଧ୍ୟ ବେସ୍‌ କାମ କରୁଛି । […]
Read More...

Advertisement