Shala arrested on suspicion of burglary
ଜିଲ୍ଲା 

ଭିଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ

ଭିଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ ବୌଦ୍ଧ : ଭେଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧ ସହର ରାଜନପାଲିର ପାର୍ଥ ସାରଥି ମହାନ୍ତିଙ୍କ ଘରେ ଶଳା ସୌରଭ ପଟ୍ଟନାୟକ ରହିଆସୁଥିଲୋ ଦେହ ଖରାପ ଯୋଗୁଁ ଶ୍ରୀ ମହାନ୍ତି କଟକ ଯାଇ ଚିକିସିିତ ହେଉଥିଲେ । ଚିକିସିିତ ପରେ ଘରକୁ ଗତ ୫.୧୨.୨୦୨୧ ତାରିଖ ଦିନ ଫେରିବା ପରେ ଘରର ଜିନିଷ ପତ୍ର , ସୁନା ଗହଣା ଓ ବୁଲେଟ […]
Read More...

Advertisement