Shaival Desai
Feature 

ପ୍ରଥମ ପଶୁ ଭେଣ୍ଟିଲେଟର ହସ୍ପିଟାଲ୍‌

ପ୍ରଥମ ପଶୁ ଭେଣ୍ଟିଲେଟର ହସ୍ପିଟାଲ୍‌ ଗୁଜରାଟ: ନିଜର ପୋଷା ଜୀବଙ୍କ ପାଇଁ ସମସ୍ତଙ୍କର ଥାଏ ଅହେତୁକ ଦୁର୍ବଳତା । ସେହିଭଳି ଜଣେ ବ୍ୟକ୍ତି ହେଲେ ଗୁଜରାଟର ଶୈଭାଲ ଦେଶାଇ । ନିଜ ପୋଷା ଜୀବର ସ୍ମୃତିରେ ସେ ନିର୍ମାଣ କରିଛନ୍ତି ଭାରତର ପ୍ରଥମ ପଶୁ ଭେଣ୍ଟିଲେଟର ଚିକିତ୍ସାଳୟ । ଡାକ୍ତରଖାନାର ନାମ ରହିଛି ‘ବେଷ୍ଟ ବଡସ୍‌ ପେଟ୍‌ ହସ୍ପିଟାଲ୍‌’ । ବର୍ଷକ ତଳେ ସେ ନିଜର ପୋଷା କୁକୁରକୁ ହରାଇଥିଲେ । ଡାକ୍ତରଖାନାରେ ସୁବିଧା ନଥିବାରୁ ତାଙ୍କ କୁକୁରର ଚିକିତ୍ସା ହୋଇପାରି ନଥିଲା, […]
Read More...

Advertisement