Shah Rukh
ମନୋରଞ୍ଜନ 

ଜେରା ବେଳେ କାନ୍ଦିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ

ଜେରା ବେଳେ କାନ୍ଦିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ମୁମ୍ବାଇ: ଅକ୍‌ଟୋବର ୦୪: କ୍ରୁଜ୍‌ ଜାହାଜରେ ଡ୍ରଗ୍ସ ମାମଲାରେ ବଲିଉଡ୍‌ ସୁରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି । ନାକ୍ରୋଟିକ୍‌ କଣ୍ଟ୍ରୋଲ୍‌ ବୁ୍ୟରୋ (ଏନ୍‌ସିବି) ସେମାନଙ୍କୁ ଗତକାଲି ଗିରଫ କରିଛି । ତେବେ ଏନ୍‌ସିବି ଏହାର ମାମଲାରେ ସେମାନଙ୍କୁ ଜଣ ଜଣ କରି ମାରାଥନ୍‌ ପଚରାଉଚରା କରିଛି । ଏଥିରେ ଆର୍ଯ୍ୟନ ଡ଼ରି ଯାଇଥିଲେ ଓ କାନ୍ଦିବାକୁ ଲାଗିଥିଲେ । ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଆର୍ଯ୍ୟନ ବିଦେଶରେ ମଧ୍ୟ […]
Read More...

Advertisement