SEVIOUR ROAD ACCIDENT IN KEUNJHAR
ଓଡ଼ିଶା 

ଅଟୋ-ପିକଅପ୍ ମୁହାଁମୁହିଁ ଧକ୍କା : ୪ ମୃତ,୩ ଗୁରୁତର

ଅଟୋ-ପିକଅପ୍ ମୁହାଁମୁହିଁ ଧକ୍କା : ୪ ମୃତ,୩ ଗୁରୁତର କେଉଁଝର : ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲାରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଭାରସାମ୍ୟ ହରାଇ ଅଟୋ ସହ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି I ଏହି ଦୁର୍ଘଟଣା ବଲାଣିପଶି ଛକରେ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳୁ ଏକ […]
Read More...

Advertisement