sensex high
ବିଶ୍ବ 

ସେୟାର ବଜାର ଉପରେ କାଳ ହେଲା ୟୁକ୍ରେନ୍‌-ଋଷ ଯୁଦ୍ଧ

ସେୟାର ବଜାର ଉପରେ କାଳ ହେଲା ୟୁକ୍ରେନ୍‌-ଋଷ ଯୁଦ୍ଧ ନୂଆଦିଲ୍ଲୀ: ମାର୍ଚ୍ଚ ୦୪: ଋଷ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଶ୍ୱର ସେୟାର ବଜାର ଉପରେ ଜୋରଦାର ଆଘାତ କରିଛି । ଭାରତୀୟ ସେୟାର ବଜାର ମଧ୍ୟ ଏଥିରେ ପ୍ରଭାବିତ ହୋଇଛି । ସୁଚନା ଅନୁସାରେ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୭୦୦ ପଏଣ୍ଟ ଖସିଛି । ସେହିପରି ନିଫ୍ଟି ମଧ୍ୟ ୧୦୦ ଅଙ୍କ ତଳକୁ ଖସିଛି । ୫୮୦ ପଏଣ୍ଟ ଖସି ମାର୍କେଟ ୫୪୬୫୩.୫୯ ପଏଣ୍ଟରେ ଖୋଲିଥିଲା । ୯.୨୦ ବେଳକୁ ଏହା ହ୍ରାସ […]
Read More...

Advertisement