selling fake land case in Odisha
ଜିଲ୍ଲା 

ନକଲି ମାଲିକ ଦର୍ଶାଇ ଜମି ବିକ୍ରି ଅଭିଯୋଗରେ ୫ ଗିରଫ, ଜଣେ ଫେରାର

ନକଲି ମାଲିକ ଦର୍ଶାଇ ଜମି ବିକ୍ରି ଅଭିଯୋଗରେ ୫ ଗିରଫ, ଜଣେ ଫେରାର ଭବାନୀପାଟଣା : ଭବାନୀପାଟଣା ତହସିଲ ଅଧିନ ଡକାବାହାଲି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଜମିକୁ ୨ ଜଣ ଜମି ମାଫିଆ ଜାଲିଆତି ନକଲି ମାଲିକ ଦେଖାଇ ଓ ଜମି ଜାଲିଆତି କରି ବିକ୍ରି କରିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଭବାନୀପାଟଣା ସଦର ଥାନା ପୋଲିସ ୨ ଜମି ମାଫିଆ ସମେତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ବି.କେ. ନନ୍ଦ […]
Read More...

Advertisement