SEASON 2
ମନୋରଞ୍ଜନ 

ପରଦାକୁ ଆସିବ ବିଗବସ୍‌ ଓଟିଟି ସିଜିନ୍‌ ୨: ଏପଟେ ରାଜି ନାହାନ୍ତି ହୋଷ୍ଟ

ପରଦାକୁ ଆସିବ ବିଗବସ୍‌ ଓଟିଟି ସିଜିନ୍‌ ୨: ଏପଟେ ରାଜି ନାହାନ୍ତି ହୋଷ୍ଟ ମୁମ୍ବାଇ: ଜୁନ ୨୪: ବିଗ୍‌ ବସ୍‌ ହେଉଛି ଟିଭିର ପ୍ରସିଦ୍ଧ ରିଆଲିଟି ଶୋ । ବିଗ୍‌ ବସର ଶେଷ ସିଜିନ ପ୍ରସିଦ୍ଧ ଚେହେରା ଏବଂ ଆକର୍ଷଣୀୟ କାର୍ଯ୍ୟ ଯୋଗୁଁ ଏହା ବହୁତ ହିଟ୍‌ ହୋଇଥିଲା । ବିଗ୍‌ ବସ ସିଜିନ୍‌ ୧୫ ଆରମ୍ଭ ହେବା ପୂର୍ବରୁ ନିର୍ମାତାମାନେ ଏହାର ଓଟିଟି ଭର୍ସନ ଆଣିଥିଲେ । ଯାହା ପ୍ରାୟ ୨ମାସ ପର୍ଯ୍ୟନ୍ତ ଚାଲିଥିଲା । ଏହି ଶୋକୁ ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହର ହୋଷ୍ଟ କରିଥିଲେ । କି;ୁ […]
Read More...

Advertisement