Sealed yesterday
ଓଡ଼ିଶା 

ଗତ କାଲି ହେଲା ସିଲ,ଆଜି ଖୋଲା ‘କିଶୋର ଭାଇନା ହୋଟେଲ’

ଗତ କାଲି ହେଲା ସିଲ,ଆଜି ଖୋଲା ‘କିଶୋର ଭାଇନା ହୋଟେଲ’ ଭୂବନେଶ୍ୱର:ଖାଦ୍ୟରେ ଅପମିଶ୍ରଣ ପାଇଁ ପ୍ରସିଦ୍ଧ କିଶୋର ଭାଇନା ହୋଟେଲ୍‌କୁ ଗତକାଲି ବିଏମସି ସିଲ କରିଥିଲା I ଗତକାଲି ବିଏମସି ପକ୍ଷରୁ ଚଢ଼Iଉବେଳେ ହୋଟେଲର ଅସ୍ୱାସ୍ଥ୍ୟକର ପରିବେଶ ରେ ଖାଦ୍ୟ ପ୍ରସ୍ତୁତି ସହିତ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ ଏହାକୁ ସିଲ୍ କରାଯାଇଥିଲା । ଏହାସହିତ କିଶୋର ହୋଟେଲ୍‌ର ଫୁଡ୍ ଲାଇସେନ୍ସ ବାତିଲ୍‌ ସହ ଫାଇନ କରାଯାଇଥିବା ନେଇ ଟ୍ୱିଟ୍ କରି ବିଏମସି ସୂଚନା ଦେଇଥିଲା। ତେବେ ଆଜି ପୁଣି ସବୁଦିନ ଭଳି ଖୋଲିଚି କିଶୋରଭାଇନା […]
Read More...

Advertisement