screentime
ସ୍ୱାସ୍ଥ 

ମୋବାଇଲର ନକାରାତ୍ମକ ପ୍ରଭାବ

ମୋବାଇଲର ନକାରାତ୍ମକ ପ୍ରଭାବ ଆଜିକାଲି ବଡ ହେଉ କି ଛୋଟ ସମସ୍ତଙ୍କର ମୋବାଇଲର ଆବଶ୍ୟକତା ରହୁଛି । ବଡମାନେ କାମ ପାଇଁ ବ୍ୟବହାର କରୁଥିବାବେଳେ ଛୋଟପିଲାମାନେ ଖାଇବାବେଳେ ହେଉ କିମ୍ବା ସମୟ ଅତିବାହିତ କରିବା ପାଇଁ ହେଉ ମୋବାଇଲର ବ୍ୟବହାର କରୁଛନ୍ତି । ତେବେ ଏହାର ନକରାତ୍ମକ ପ୍ରଭାବ ବେଶି ଛୋଟ ପିଲାଙ୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା ସେହିଭଳି କିଛି ଗୁରୁତର ପ୍ରଭାବ ସମ୍ପର୍କରେ ଯାହା ପିଲାଙ୍କ ଉପରେ ପଡୁଛି । ଧୈର୍ଯ୍ୟ କମିବା ମୋବାଇଲ […]
Read More...

Advertisement