science techno in japan
Feature 

ପବନରୁ ଚାର୍ଜ

ପବନରୁ ଚାର୍ଜ ଜାପାନ: ସେପ୍‌ଟେମ୍ବର ୮: ମୋବାଇଲ୍‌, ଲାପଟପ୍‌, ବ୍ଲìଟୁଥ୍‌, ସ୍ପିକର ଭଳି ଅନ୍ୟ ଗ୍ୟାଜେଟ୍‌ ଚାର୍ଜ କରିବା ପାଇଁ ସାଧାରଣତଃ ବିଜୁଳିର ଆବଶ୍ୟକ ପଡିଥାଏ । ହେଲେ ପବନରୁ ମଧ୍ୟ ଏ ସମସ୍ତ ଗ୍ୟାଜେଟ୍‌ସକୁ ମଧ୍ୟ ଚାର୍ଜ କରିହେବ, କଥାଟି ଅବିଶ୍ୱାସ ଲାଗିଲେ ମଧ୍ୟ । ଆଜିକାଲିର ବୈଜ୍ଞାନିକଙ୍କ ପାଇଁ ସବୁ ସମ୍ଭବ । ଏକ ରିପୋର୍ଟ ଅନୁସାରେ ଜାପାନର ବୈଜ୍ଞାନିକମାନେ ଏଭଳି ନୂତନ ଟେକନିକ୍‌ର ଉଦ୍ଭାବନ କରିଛନ୍ତି ଯାହା ବିଜୁଳିର ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ […]
Read More...

Advertisement