school open from today
ଓଡ଼ିଶା 

ଆଜିଠୁ ଖୋଲିଲା ସ୍କୁଲ

ଆଜିଠୁ ଖୋଲିଲା ସ୍କୁଲ ଭୁବନେଶ୍ୱର: ଫେବୃଆରୀ ୨୮: ଆଜିଠୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କର ପାଇଁ ଖୋଲିଛି ସ୍କୁଲ । ତେବେ ଦୁଇ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ପିଲାମାନେ ବେଶ୍ ଖୁସିଥିବା କହିଛନ୍ତି । ତେବେ ଏହି ସପ୍ତାହରେ ପିଲାଙ୍କ ମନୋରଞ୍ଜନ ପାଇଁ ଆକ୍ଟିଭିଟି କ୍ଲାସ କରାଯିବ। ଆଗାମୀ ସପ୍ତାହରୁ ପାଠପଢା ହେବ । ଅନ୍ୟପକ୍ଷେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିଥିବା ନେଇ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ […]
Read More...

Advertisement