SBI deputy manager arrested in money laundering case
ଓଡ଼ିଶା  ଅପରାଧ 

ଅର୍ଥ ହେରଫେର ମାମଲାରେ ଏସବିଆଇ ଡେପୁଟି ମ୍ୟାନେଜର ଗିରଫ

ଅର୍ଥ ହେରଫେର ମାମଲାରେ ଏସବିଆଇ ଡେପୁଟି ମ୍ୟାନେଜର ଗିରଫ ଭୁବନେଶ୍ୱର : ଅର୍ଥ ହେରଫେର ମାମଲାରେ ଫୁଲବାଣୀ ଏସବିଆଇର ଡେପୁଟି ମ୍ୟାନେଜରଙ୍କୁ ବାନ୍ଧିଲା ଇଓଡବ୍ଲୁ । ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ଗତକାଲି କଟକରୁ ଗିରଫ କରାଯାଇଛି । ଘଟନାନୁସାରେ,ଫୁଲବାଣୀ ଏସବିଆଇ ବ୍ରାଞ୍ଚରେ ଡେପୁଟି ମ୍ୟାନେଜେର ଥିଲେ ଆଶୁତୋଷ ଆଚାର୍ଯ୍ୟ I ସେହି ସମୟରେ ସେ ଜାଲ କାଗଜ ପତ୍ର ଜରିଆରେ ତାଙ୍କ ନିକଟ ସମ୍ପର୍କୀୟଙ୍କ ସମେତ ପ୍ରାୟ ୫୯ ଜଣଙ୍କୁ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ଦେଇଥିବା ଜଣାଯାଇଛି । […]
Read More...

Advertisement