Say No To Sugar
ସ୍ୱାସ୍ଥ 

ଚିନିଠୁଁ ରୁହନ୍ତୁ ଦୂରରେ

ଚିନିଠୁଁ ରୁହନ୍ତୁ ଦୂରରେ ମିଠା ଅଧିକ ଖାଇବାକୁ ସମସ୍ତେ ମନା କରନ୍ତି । ମିଠା ଅଧିକ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି । ସେହିଭଳି ମିଠାଠାରୁ ଦୂରରେ ରହିଲେ ଆମର ଅନେକ ଫାଇଦା ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଫାଇଦା ସମ୍ପର୍କରେ । ଓଜନ ହ୍ରାସ ଚିନିର ସିଧା ପ୍ରଭାବ ଆମର ଓଜନ ଉପରେ ପଡିଥାଏ । ଚିନି କମ ଖାଇଲେ ଆମ ଓଜନ ହ୍ରାସ ହେବାରେ ଲାଗିଥାଏ । ତେଣୁ ଯଦି […]
Read More...

Advertisement