save tortoise
Feature 

କଇଁଛ ପ୍ରେମୀ ସୁପ୍ରଜା

କଇଁଛ ପ୍ରେମୀ ସୁପ୍ରଜା ଦିଲ୍ଲୀ: ସେପ୍‌ଟେମ୍ବର ୨: ବେଳେବେଳେ ଗୋଟିଏ ସାକ୍ଷାତ ଜୀବନରେ ବଡ ପରିବର୍ତ୍ତନ ଆଣିଥାଏ । ଏହି ସାକ୍ଷାତ କାହା ସହିତ ହୋଇପାରେ । କୌଣସି ମଣିଷ କିମ୍ବା ପ୍ରାଣୀ । ସେହିଭଳି ଏକ ସାକ୍ଷାତ ତାମିଲ୍‌ନାଡୁର ଡାକ୍ତର ସୁପ୍ରଜା ଧାରିଣୀଙ୍କ କ୍ଷେତ୍ରରେ ଘଟିଥିଲା । ୨୦୦୧ରେ ସେ ସମୁଦ୍ରକୂଳରେ ବୁଲୁବୁଲୁ ଦେଖିଥିଲେ ଏକ କଇଁଛକୁ । କଇଁଛଟି କେଉଟର ଜାଲରେ ପଡିବା ଫଳରେ ଗୁରୁତର ଭାବେ ଆହତ ହୋଇଥିଲା । ତାକୁ ଦେଖିବାପରେ ସୁପ୍ରଜା ତାକୁ ବଞ୍ଚାଇବାକୁ […]
Read More...

Advertisement