Satyaban Swain
ଓଡ଼ିଶା 

ଚାଲିଗଲା ରୋଜଗାରିଆ ଭେଣ୍ଡିଆ ପୁଅ, ଝୁରୁଛି ମାଆ ମନ : ମୁକ ପାଲଟିଛନ୍ତି ପତ୍ନୀ ପ୍ରତିମା

ଚାଲିଗଲା ରୋଜଗାରିଆ ଭେଣ୍ଡିଆ ପୁଅ,  ଝୁରୁଛି ମାଆ ମନ : ମୁକ ପାଲଟିଛନ୍ତି ପତ୍ନୀ ପ୍ରତିମା By Dilip Chawda: ଭଞ୍ଜନଗର -May 17: ଶତାଦ୍ଦୀର ସବୁଠାରୁ ବଡ ବିପତ୍ତି କରୋନା ଏବେ ସଭିଙ୍କ ମନରେ ଦେଇଛି ଅଜସ୍ର ଦୁଃଖ । ତେବେ ଦେଶରେ ଏବେ ସବୁଠାରୁ ବଳି ଯାଇଛି ଦାଦନ ଦୁଃଖ । ଲକ୍ଷ ଲକ୍ଷ ସଂଖ୍ୟାରେ ଦାଦନ ଏବେ ଘରମୁହାଁ । କିଏ ପାଦରେ ଚାଲି ଚାଲି ଘରମୁହାଁ ହେଉଛି ତ ଆଉ କିଏ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରକ୍‌, ଅଟୋ, ବସ ଆଦିରେ ଫେରୁଛି । କିଏ ଚାଲି ଚାଲି […]
Read More...

Advertisement