Satsanga Prabhaba
ରାଶିଫଳ 

ସତ୍‌ସଙ୍ଗର ପ୍ରଭାବ

ସତ୍‌ସଙ୍ଗର ପ୍ରଭାବ ସ୍ୱୟଂ ନିରାକାର ଆଜି ନରରୂପରେ ସଂସାରରେ ଅବତୀର୍ଣ୍ଣ । ସେ ଏହି ଧରାପୃଷ୍ଠକୁ ଆସିଛନ୍ତି ମନୁଷ୍ୟକୁ ମାୟା ରୂପକ ମରୀଚିକାରୁ ରକ୍ଷା କରିବା ନିମନ୍ତେ ଯେଉଁ ମାୟା ମନୁଷ୍ୟର ଦୃଷ୍ଟି ଏବଂ ବୁଦ୍ଧିକୁ କୁପଥଗାମୀ କରାଇଛି । ସଂଯମୀ ପୁରୁଷ ମୃତୁ୍ୟକୁ ମଧ୍ୟ ଜୟ କରିପାରେ । ସର୍ବଦା ଇନ୍ଦ୍ରିୟ ସଂଯମ ଆଚରଣ କରି ନିଜର ଦୁର୍ବାର ଆଶାଗୁଡ଼ିକ ନିୟନ୍ତ୍ରିତ କରିପାରିଲେ ମୃତୁ୍ୟକୁ ମଧ୍ୟ ଜୟ କରାଯାଇ ପାରିବ । ଯେତେବେଳେ ମନୁଷ୍ୟ ଏହା ପାଶୋରି ଯାଇ […]
Read More...

Advertisement