satendra jain
ଦେଶ- ବିଦେଶ 

ସତ୍ୟେନ୍ଦ୍ର ଜୈନଙ୍କ ଘରେ ଇଡିର ଚଢାଉ

ସତ୍ୟେନ୍ଦ୍ର ଜୈନଙ୍କ ଘରେ ଇଡିର ଚଢାଉ ଦିଲ୍ଲୀ: ଜୁନ ୬: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମର ଚଢ଼ଉ । କୋଲକାତା କଂପାନିରେ ସତ୍ୟେନ୍ଦ୍ରଙ୍କ ଅର୍ଥ ନିବେଶ ଘଟଣାରେ ଇଡି ଚଢ଼ଉ କରିଛି । ଇଡିର ସୂଚନା ଅନୁସାରେ, ବେନାମୀ କଂପାନି ନାଁରେ ସତ୍ୟେନ୍ଦ୍ର ୧୬ କୋଟି ଟଙ୍କା ଦେଣନେଣ କରିଛନ୍ତି । ମୋଟ୍‌ ୮ ଥରରେ ଏହି ୧୬ କୋଟି ଟଙ୍କା ଦେଣନେଣ ହୋଇଥିବାବେଳେ ଶେଷ ତିନି ଥରରେ ୪.୬ କୋଟି ଟଙ୍କାର ଟ୍ରାଞ୍ଜାକସନ ହୋଇଛି । ୨୦୧୫-୧୬ରେ […]
Read More...
ରାଜନୀତି 

ସତ୍ୟେନ୍ଦ୍ର ଜୈନଙ୍କଠୁ କାଢି ନିଆଗଲା ସବୁ ମନ୍ତ୍ରାଳୟର ଦାୟିତ୍ୱ

ସତ୍ୟେନ୍ଦ୍ର ଜୈନଙ୍କଠୁ କାଢି ନିଆଗଲା ସବୁ ମନ୍ତ୍ରାଳୟର ଦାୟିତ୍ୱ ନୂଆଦିଲ୍ଲୀ: ଜୁନ ୪: ସତ୍ୟେନ୍ଦ୍ର ଜୈନଙ୍କ ଠାରୁ କାଢି ନିଆଗଲା ସବୁ ମନ୍ତ୍ରାଳୟର ଦାୟିତ୍ୱ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀୱାଲ ଗୁରୁବାର ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ସମର୍ଥନ କରାଯାଇଛି । ସେପଟେ ଜୈନଙ୍କ ମନ୍ତ୍ରାଳୟ ଦାୟିତ୍ୱ ଉପମୁଖ୍ୟମନ୍ତ୍ରୀ ମନିଷ ଶିସୋଦିଆଙ୍କୁ ନ୍ୟସ୍ତ […]
Read More...
ରାଜନୀତି 

ଜୈନଙ୍କ ଗିରଫ ପରେ ମୁହଁ ଖୋଲିଲେ କେଜରିୱାଲ

ଜୈନଙ୍କ ଗିରଫ ପରେ ମୁହଁ ଖୋଲିଲେ କେଜରିୱାଲ ନୂଆଦିଲ୍ଲୀ: ମଇ ୩୧: ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ମାମଲକୁ ନକଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଏହା ସଂପୂର୍ଣ୍ଣ ନକଲି ଓ ରାଜନୈତିକ ଷଡଯନ୍ତ୍ର । ଯଦି ଏ ଘଟଣାରେ ଟିକେ ବି ସତ୍ୟତା ଥାଆନ୍ତା ତେବେ ମୁଁ ନିଜେ ହିଁ ସତ୍ୟେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ବ୍ୟକ୍ତିଗତ ଭାବେ ମାମଲାର ତଦନ୍ତ କରି ଜାଣିବାକୁ […]
Read More...

Advertisement