santoor samrat
ମନୋରଞ୍ଜନ 

ପରଲୋକରେ ସନ୍ତୁର ସମ୍ରାଟ୍‌

ପରଲୋକରେ ସନ୍ତୁର ସମ୍ରାଟ୍‌ ମୁମ୍ବାଇ: ଆଉ ଶୁଭିବନି ତାଙ୍କ ସ;ୁରର ସହସ୍ର ତାରରୁ ସୃଷ୍ଟି ବୀଣାଜିଣା ମଧୁର ସ୍ୱର । ପ୍ରଖ୍ୟାତ ସ;ୁର ବାଦକ ତଥା ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ଶିବକୁମାର ଶର୍ମାଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଗତ ୬ ମାସ ହେବ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ହୃଦଘାତ ହେତୁ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଶିବକୁମାର ୧୯୩୮ ମସିହା ଜାନୁଆରି […]
Read More...

Advertisement