SANJAY RAUT BAIL AFTER 3 MONTHAS
ରାଜନୀତି  ଦେଶ- ବିଦେଶ  ଅପରାଧ 

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୩ ମାସ ପରେ ମିଳିଲା ଜାମିନ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୩ ମାସ ପରେ ମିଳିଲା ଜାମିନ ମୁମ୍ବାଇ : ପାତ୍ରIଚୋୖଲ ଅର୍ଥ ମାମଲାରେ ଫସିଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୩ ମାସ ପରେ ମିଳିଲା ଜାମିନ I ବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ରାଉତଙ୍କୁ ୩ ମାସ ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଜି ଜାମିନ ଦେଇଛନ୍ତି। କୋର୍ଟ ଏହି ମାମଲାରେ ସଞ୍ଜୟ ରାଉତଙ୍କ ସହ ପ୍ରବୀଣ ରାଉତଙ୍କୁ ମଧ୍ୟ ଜାମିନ ମଞ୍ଜୁର କରିଛନ୍ତି। ଏହି ମାମଲାରେ ଗତ ଅଗଷ୍ଟ ୧ରେ ସଞ୍ଜୟ ରାଉତଙ୍କୁ ଗିରଫ କରିଥିବା […]
Read More...

Advertisement