Sanjana Sanghi
ମନୋରଞ୍ଜନ 

ଫିଲ୍ମ ‘ଦିଲ ବେଚାରା’ ରେ ସୁଶାନ୍ତଙ୍କ ସହ ଅଭିନୟ କରିଥିବା ସଞ୍ଜନା Goodbye କଲେ ମୁମ୍ବାଇ କୁ !

ଫିଲ୍ମ ‘ଦିଲ ବେଚାରା’ ରେ ସୁଶାନ୍ତଙ୍କ ସହ ଅଭିନୟ କରିଥିବା ସଞ୍ଜନା Goodbye କଲେ ମୁମ୍ବାଇ କୁ ! ମୁମ୍ବାଇ: ଜୁଲାଇ ୦୧: ଫିଲ୍ମ ‘ଦିଲ ବେଚାରା’ ରେ ସୁଶାନ୍ତ ସିଂ ରାଜପୁତ ଙ୍କ ସହ ଅଭିନୟ କରିଥିବା ସଞ୍ଜନା ସାଙ୍ଗଭୀ ଙ୍କୁ ମୁମ୍ବାଇ ପୋଲିସ ପ୍ରାୟ ୭ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ ପଚାରିଥିଲା I ସେଥିପାଈଁ, ସଞ୍ଜନା ଙ୍କୁ ଦିଲ୍ଲୀ ରୁ ମୁମ୍ବାଇ କୁ ଯିବାକୁ ପଡିଥିଲା I ତେବେ ମୁମ୍ବାଇ ଛାଡିବା ପୂର୍ବରୁ, ସେ Instagram ରେ ଗୋଟିଏ message ପୋଷ୍ଟ କରିଛନ୍ତି I ପୋଷ୍ଟ ରେ ଲେଖିଛନ୍ତି, ‘Goodbye ମୁମ୍ବାଇ ! […]
Read More...

Advertisement