Sania Mirza breaks down as she ends her glorious Grand Slam career
ଖେଳ  ବିଶ୍ବ 

‘ଏହା ହେଉଛି ମୋର ଖୁସିର ଲୁହ’… ଗ୍ରାଣ୍ଡସ୍ଲାମ ଟେନିସରୁ ଅବସର ନେଲେ ସାନିଆ ମିର୍ଜା

‘ଏହା ହେଉଛି ମୋର ଖୁସିର ଲୁହ’… ଗ୍ରାଣ୍ଡସ୍ଲାମ ଟେନିସରୁ ଅବସର ନେଲେ ସାନିଆ ମିର୍ଜା ଗ୍ଲାଣ୍ଡସ୍ଲାମ ଟେନିସ ରୁ ବିଦାୟ ନେଲେ ଭାରତୀୟ ମହିଳା ଟେନିସ୍ ତାରକା ସନିଆ ମିର୍ଜା I ନିଜର ଶେଷ ଗ୍ଲାଣ୍ଡସ୍ଲାମ ଖେଳୁଥିବା ସନିଆ ମିର୍ଜା ଆଜି ଶୁକ୍ରବାର (ଜାନୁଆରୀ ୨୭ ) ଅଷ୍ଟ୍ରେଲୀୟ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚ ରେ ଭାରତୀୟ ଯୋଡି, ବ୍ରାଜିଲ ଯୋଡି ଲୁଇସା ଷ୍ଟେଫାନି ଏବଂ ରାଫେଲ ମ୍ୟାଟୋସଙ୍କ […]
Read More...

Advertisement