Sand artist
ଦେଶ- ବିଦେଶ  ଓଡ଼ିଶା 

ବାଲୁକା କଳା ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ବାଲୁକା କଳା ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ସମୟ ଲାଇଭ,8/4: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ, ବାଉଁଶଡିହା ଗ୍ରାମର ବାଲୁକା ଶିଳ୍ପୀ ଦଶରଥ ମହାନ୍ତ, ତାଙ୍କର କଳା କୃତି ମାଧ୍ୟମ ରେ କରୋନା ଯୋଦ୍ଧାଙ୍କ ପାଇଁ ବାଲୁକା ଚିତ୍ର ମାଧ୍ୟମରେ ଉତ୍ସାହିତ  କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି | କରୋନା ମହାମାରୀ ତାର କରାଳ ରୂପ ଦେଖାଇ ମାଡି ଚାଲିଥିବା ବେଳେ ସମଗ୍ର ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ଏ ଭଳି ସମୟ ରେ “ଲକ ଡାଉନ “ଓ ସଚେତନତା ହିଁ […]
Read More...

Advertisement