sameer wankhede
ଦେଶ- ବିଦେଶ  ଅପରାଧ 

ସମୀର ୱାନଖେଡେଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ

ସମୀର ୱାନଖେଡେଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ମୁମ୍ବାଇ:ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ମିଳିଛି ହତ୍ୟା ଧମକ I ସନ୍ଦିଗ୍ଧ ଜଣକ ସୋସିଆଲ ମିଡିଆରେ ଧମକ ଦେଇ ଲେଖିଛନ୍ତି ‘ଏହାର ହିସାବ ତୁମକୁ ଦେବାକୁ ପଡିବ….ଆମେ ତୁମକୁ ଜୀବନରୁ ମାରିଦେବୁ ‘I ଏନେଇ ସମୀର ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହୋଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ମୁତାବକ, ମୁମ୍ବାଇ କ୍ରୁଜରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନକୁ ଗିରଫ କରିବା ପରେ ସମୀର ୱାଙ୍ଖଡେ ଗୋଟେ ପରେ […]
Read More...
ଦେଶ- ବିଦେଶ 

ଆର୍ଯ୍ୟନଙ୍କ ଡ୍ରଗ୍‌ସ ମାମଲା ତଦନ୍ତରୁ ସମୀର ୱାଙ୍ଖଡେଙ୍କୁ ହଟାଗଲା : ନବାବ କହିଲେ ଏଇ ତ’ ଆରମ୍ଭ ମାତ୍ର

ଆର୍ଯ୍ୟନଙ୍କ ଡ୍ରଗ୍‌ସ ମାମଲା ତଦନ୍ତରୁ ସମୀର ୱାଙ୍ଖଡେଙ୍କୁ ହଟାଗଲା : ନବାବ କହିଲେ ଏଇ ତ’ ଆରମ୍ଭ ମାତ୍ର ମୁମ୍ବାଇ : ନଭେମ୍ବର ୦୬: ଆର୍ଯ୍ୟନ ଖାନ୍‌ଙ୍କ ଡ୍ରଗ୍‌ସ ମାମଲା ଏବେ ନୂଆ ଦିଗକୁ ମୋଡ଼ ନେଇଛି । ଏହି ମାମଲାର ତଦନ୍ତ କରୁଥିବା ଏନ୍‌ସିବି ମୁମ୍ବାଇ ଜୋନ୍‌ର ଡାଇରେକଫର ସମୀର ୱାଙ୍ଖଡେ ଏଥିରୁ ହଟାଇ ଦିଆଯାଇଛି । ଏନ୍‌ସିବି ମୁଖ୍ୟ ଅଧିକାରୀ ସଞ୍ଜୟ ସିଂହ ଏହି ମାମଲାର ତଦନ୍ତ କରିପାରନ୍ତି ବୋଲି ଖବର ମିଳିଛି । ତେବେ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଆରମ୍ଭରୁ ର୍ଟାର୍ଗେଟ କରିଆସୁଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରୁ ୱାଙ୍ଖଡେଙ୍କୁ […]
Read More...

Advertisement