same gender couple can stay together says court
ଦେଶ- ବିଦେଶ 

ସମଲିଙ୍ଗୀଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ କୋର୍ଟ

ସମଲିଙ୍ଗୀଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ କୋର୍ଟ କୋଚି: ଜୁନ ୦୧: ପରିବାର ଲୋକଙ୍କ ଦ୍ୱାରା ଅଲଗା ହୋଇ ଯାଇଥିବା ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବାକୁ ଅନୁମତି ଦେଇଛନ୍ତି କେରଳ ହାଇକୋର୍ଟ । ଅଦିଲା ନସରିନ ନିଜ ସମଲିଙ୍ଗୀ ପାର୍ଟନରଙ୍କୁ ପାଇବା ପାଇଁ କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ନସରିନ ତାଙ୍କ ଆବେଦନରେ କହିଥିଲେ ଯେ ସେ ଓ ତାଙ୍କ ପାର୍ଟନର ଫାତିମା ନୋରାଙ୍କୁ ଉଭୟଙ୍କ ପରିବାର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଚାଲିଛନ୍ତି । […]
Read More...

Advertisement