Sambalpur University
ଜିଲ୍ଲା 

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ ସମ୍ବଲପୁର: ଜୁଲାଇ ୧୪: ସମ୍ବଲପୁର ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ପ୍ରଶ୍ନପତ୍ର ଲିକ୍‌ ହୋଇଥିବା କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ଆଜି ସକାଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଓ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି ବୋଲି ନିଜେ ସ୍ୱୀକାର କରିଛନ୍ତି କଲେଜ୍‌ କର୍ତ୍ତୃପକ୍ଷ । ତେଣୁ ଆଜି ହେବାକୁ ଥିବା ଏଜୁକେସନ ଅନର୍ସ ପରୀକ୍ଷା ବାତିଲ କରାଯାଇଛି । କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଭାଇରାଲ୍‌ ହେଲା ତଦନ୍ତ […]
Read More...
ଜିଲ୍ଲା  ଅପରାଧ 

ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଗିଂ ଘଟଣା: ୯ ଛାତ୍ର ନିଲମ୍ବିତ

ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଗିଂ ଘଟଣା: ୯ ଛାତ୍ର ନିଲମ୍ବିତ ସମ୍ବଲପୁର: ଡିସେମ୍ବର ୨୩: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନ ସୁଇଟ୍ ମହ।ବିଦ୍ୟ।ଳୟରେ ର।ଗିଂ ଘଟଣ। । ଘଟଣାରେ କଲେଜର ଛ।ତ୍ର।ବ।ସରୁ ନିଲମ୍ବିତ ହେଲେ ୯ ଛ।ତ୍ର । ଶୃଙ୍ଖଳ। କମିଟିର ତଦନ୍ତ ରିପୋର୍ଟ ଆଧ।ରରେ ନିଆଯାଇଛି କ।ର୍ଯ୍ୟ।ନୁଷ୍ଠ।ନ । ଏଥିରେ ଦ୍ୱିତାୟ ବର୍ଷର ୮ଜଣ ଓ ଶେଷ ବର୍ଷର ଜଣେ ଛ।ତ୍ର ରହିଥିବ। ଜଣ।ପଡିଛି । ଶୃଙ୍ଖଳ। କମିଟିର ରିପୋର୍ଟ ଆସିବ। ପରେ ଏହି କ।ର୍ଯ୍ୟ।ନୁଷ୍ଠ।ନ ଗ୍ରହଣ କରିଛନ୍ତି ସୁଇଟର ନିର୍ଦ୍ଦେଶକ ପ୍ରଫେସର ବି.କେ. ମହ।ନ୍ତି । କିଛି […]
Read More...
ଜିଲ୍ଲା 

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ ନିୟମ: ଛୁଟି ଦିନରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ବନ୍ଦ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ ନିୟମ: ଛୁଟି ଦିନରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ବନ୍ଦ ସମ୍ବଲପୁର : ଅକ୍‌ଟୋବର ୦୫: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଯୋଗ ଦେବା ବିଶ୍ୱବିଦ୍ୟାଳୟର ନିୟମ ବଦଳାଇଛନ୍ତି । ନୂଆ ଆଦେଶ ଅନୁସାରେ, ଏଣିକି ସରକାରୀ ଛୁଟି ଦିନରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଦେଇ କେହି ବି ପ୍ରବେଶ କରି ପାରିବେ ନାହିଁ । ଅନ୍ୟ ଦିନେ ସକାଳୁ ୯ଟାରୁ ସନ୍ଧ୍ର୍ୟା ୫ ଟା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ଖୋଲା ରହିବ । ନୂଆ ଆଦେଶ ଜାରି ହେବା ପରେ ସୋମବାର ସକାଳୁ ମୁଖ୍ୟ […]
Read More...

Advertisement