Samaya Live
ଜିଲ୍ଲା 

ମାଟ୍ରିକ୍‍ ଓ +୨ ଆଡ଼ମିଟ୍‍ କାର୍ଡ଼ ସହ ହେବ ଆଧାର ଲିଙ୍କ

ମାଟ୍ରିକ୍‍ ଓ +୨ ଆଡ଼ମିଟ୍‍ କାର୍ଡ଼ ସହ ହେବ ଆଧାର ଲିଙ୍କ ସମୟ ଲାଇଭ୍‍, ୧୭/୧୦: ଉଭୟ ମାଟ୍ରିକ୍‍ ଓ ଯୁକ୍ତଦୁଇ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। କପି ରୋକିବା, ଜାଲ ପରୀକ୍ଷାର୍ଥୀଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଏଣିକି ପରୀକ୍ଷା ପ୍ରବେଶପତ୍ର ସହ ଆଧାର ଲିଙ୍କ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରବେଶପତ୍ରରେ ପରୀକ୍ଷାର୍ଥୀଙ୍କ ନାମ, ରୋଲ ନଂ, ଫଟୋ ସହ ଆଧରେ ନଂକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ +୨ […]
Read More...

Advertisement