Samajwadi party leader amar singh
ଦେଶ- ବିଦେଶ 

ରାଜ୍ୟସଭା ସାଂସଦ ଅମର ସିଂଙ୍କ ପରଲୋକ

ରାଜ୍ୟସଭା ସାଂସଦ ଅମର ସିଂଙ୍କ ପରଲୋକ ଭୁବନେଶ୍ୱର : ଅଗଷ୍ଟ ୦୧: ଶନିବାର ଅପରାହ୍ନ ରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ନେତା ଅମର ସିଂହଙ୍କର ୬୪ ବର୍ଷ ବୟସରେ ସିଙ୍ଗାପୁରରେ ଦେହାନ୍ତ ହୋଇଯାଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ସିଂ କିଛି ମାସ ହେବ ସିଙ୍ଗାପୁରରେ ଚିକିତ୍ସାଧୀନ ଥିଲେ । ସେ ଗୁରୁତର ଅବସ୍ଥାରେ ‘ଆଇସିୟୁ’ରେ ଥିଲେ । ୨୦୧୩ରେ ତାଙ୍କ ବୃକକ ଅକାମି ହୋଇ ଯାଇଥିଲା । ଅସୁସ୍ଥତା ସତ୍ତ୍ୱେ ଅମର ସାମାଜିକ ଗଣମାଧ୍ୟମରେ ଖୁବ୍‌ ସକ୍ରିୟ ଥିଲେ […]
Read More...

Advertisement