Sainik School Admission Form 2022-23 open
ଓଡ଼ିଶା 

ସୈନିକ ସ୍କୁଲରେ ନାମଲେଖ ନିମନ୍ତେ ଆବେଦନ ଆରମ୍ଭ

ସୈନିକ ସ୍କୁଲରେ ନାମଲେଖ ନିମନ୍ତେ ଆବେଦନ ଆରମ୍ଭ ଭୁବନେଶ୍ୱର: ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସ୍‌ଏସ୍‌ଇଇ)୨୦୨୩ ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକି୍ର୍ରୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଚଳିତ ମାସ ୨୧ରୁ ଆରମ୍ଭ ହୋଇ ଆସନ୍ତା ମାସ ୩୦ ନଭେମ୍ବର ଅପରାହ୍ନ ୫ ପର୍ଯ୍ୟନ୍ତ ଚାଲିବ । ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ https://aissee.nta.nic.in େୱବସାଇଟରେ ଏଆଇଏସ୍‌ଏସ୍‌ଇଇ ୨୦୨୩ ପାଇଁ ଆବେଦନ କରିପାରିବେ । ଏଥିରେ ପୁଅଙ୍କ ପାଇଁ ୧୦୩ଟି […]
Read More...

Advertisement