sad news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆଉ ନାହାନ୍ତି ଅଭିନେତା ଶିବ କୁମାର
Published On
By Samaya Live
ଦିଲ୍ଲୀ: ଏପ୍ରିଲ ୧୧: ପରଲୋକରେ ସିନେ ଦୁନିଆର ପ୍ରସିଦ୍ଧ ଅଭିନେତା ତଥା ସ୍କ୍ରିନ୍ ରାଇଟର ଶିବା କୁମାର ସୁବ୍ରମଣ୍ୟମ । ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ଶିବ କୁମାର ଅନେକ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି । ଶେଷ ଥର ପାଇଁ ସେ ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ୱର’ରେ ସାନ୍ୟା ମଲହୋତ୍ରାଙ୍କ ଜେଜେବାପା ଭୂମିକାରେ ନଜର ଆସିଥିଲେ । ଶିବ କୁମାର ୧୯୮୯ରେ ଆସିଥିବା ଫିଲ୍ମ […]
ହୃଦ୍ଘାତରେ ଆନ୍ଧ୍ର ଶିଳ୍ପମନ୍ତ୍ରୀଙ୍କ ପରଲୋକ
Published On
By Samaya Live
ହାଇଦ୍ରାବାଦ: ଫେବୃଆରୀ ୨୧: ହୃଦ୍ଘାତରେ ଆଜି ଆନ୍ଧ୍ରପ୍ରଦେଶର ସୂଚନା ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ଼ୀଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସୋମବାର ସକାଳେ ସେ ହଠାତ୍ ଟଳି ପଡ଼ିଥିଲେ, ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଏଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ହୃଦ୍ଘାତ ହୋଇଥିବା କଥା ଜଣାପଡ଼ିଥିଲା ।ଶତଚେଷ୍ଟା ପରେ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ, ଶେଷରେ ୯. ୧୬ […]
ସ୍ୱର ସମ୍ରାଟ ବାପି ଲାହିରିଙ୍କ ପରଲୋକ
Published On
By Samaya Live
ମୁମ୍ବାଇ: ଫେବୃଆାରୀ ୧୬: ସ୍ୱର ସମ୍ରାଟ କୁହାଯାଇଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ମୁମ୍ବାଇରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ପ୍ରସିଦ୍ଧ ଗୀତିକାର ଲତା ମଙ୍ଗେସକରଙ୍କୁ ହରାଇବା ପରେ ବାପିଙ୍କ ଦେହାନ୍ତ ବଲିଉଡ୍ ଜଗତକୁ ଦୋହଲାଇ ଦେଇଛି । ଡିସ୍କୋ କିଙ୍ଗ ଭାବେ ସେ ବେଶ୍ ପରିଚିତ ଥିବା ବାପି କିଛି ଦିନ ଧରି ଅସୁସ୍ଥ ରହିଥିଲେ । ସୋମବାର ସୁସ୍ଥ ହୋଇ […]
ପଦ୍ମଶ୍ରୀ ସମ୍ମାନୀତ ଶାନ୍ତି ଦେବୀଙ୍କ ପରଲୋକ
Published On
By Samaya Live
ଗୁଣୁପୁର: ଜାନୁଆରୀ ୧୭: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଶାନ୍ତି ଦେବୀଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ଶାନ୍ତି ଦେବୀଙ୍କର ପରଲୋକ ହୋଇଥିବାର ସୂଚନା ମିଳିଛି । ଆଦିବାସୀ ସମାଜର ମଙ୍ଗଳ, ସାମାଜିକ କାର୍ଯ୍ୟକ୍ରମ ଏବଂ ଭୂଦାନ […]
ବିଶିଷ୍ଟ ଲେଖକ ତଥା ସାହିତି୍ୟକ ଡଃ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ
Published On
By Samaya Live
ସମ୍ବଲପୁର: ଜାନଆରୀ ୧୧: ବିଶିଷ୍ଟ ଲେଖକ ତଥା ସାହିତି୍ୟକ ଡଃ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଆଜି ସକାଳେ ପରଲୋକ ଘଟିଛି । କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ । ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ବାରଡୁଙ୍ଗୁରୀଠାରେ ଥିବା ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ଜଣେ ଆଦର୍ଶ ଶିକ୍ଷକ , ସାହିତି୍ୟକ ଭାବରେ ସେ ସାରା ଓଡ଼ିଶାରେ ପରିଚିତ । ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଗଭୀର […]
ବିପିନ ରାୱତଙ୍କ ହେଲିକପ୍ଟରର ଦୁର୍ଘଟଣା ଘଟଣା: ଶେଷରେ କ୍ୟାପଟେନ ବରୁଣ ସିଂହଙ୍କ ପରଲୋକ
Published On
By Samaya Live
ତାମିଲନାଡ଼ୁ: ଡିସେମ୍ବର ୧୫: ସିଡିଏସ୍ ଜେନେରାଲ୍ ବିପିନ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ଆହତ ଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଆଜି ପରଲୋକ ଘଟିଛି । ବୁଧବାର ସକାଳ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଖବର ଅନୁସାରେ, ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଆଡ଼କୁ ଗତି କରିଥିଲା । ସେ ଉତ୍ତରପ୍ରଦେଶର ଦେବରିଆ ନିବାସୀ ଥିଲେ । ସୂଚନା ଥାଉଯେ, ତାମିଲନାଡୁର ନୀଳଗିରି ଜିଲ୍ଲାରେ ଥିବା କୁନୁରରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ହେଲିକପ୍ଟର ଦୁର୍ଘଟଣା […]
ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୭: ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ ଘଟିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଅସୁସ୍ଥତା କାରଣରୁ ୨ଦିନ ତଳେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମୃତୁ୍ୟ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା । ତାଙ୍କ ମୃତୁ୍ୟ ଖବର ପାଇବା ପରେ ବହୁ ବିଶିଷ୍ଠ ବ୍ୟକ୍ତି ଫରେଷ୍ଟ ପାର୍କସ୍ଥିତ ତାଙ୍କ ବାସଭବନକୁ ଯାଇ ଶେଷ […]
ଛଟ ପୂଜା ସାରି ଫେରୁଥିବା ସମୟରେ ଦୁର୍ଘଟଣା: ୯ ମୃତ
Published On
By Samaya Live
ଗୌହାଟି: ନଭେମ୍ବବର ୧୧: ଆସାମର କରିମଗଞ୍ଜ ଜିଲ୍ଲାର ଜାତୀୟ ରାଜପଥରେ ଆଜି ଏକ ମର୍ମ;ୁଦ ସଡ଼କ ଦୁର୍ଘଟଣା ଘଟିଛି । ଛଟ ପୂଜା ସାରି ଏକ ଅଟୋ ରିକ୍ସାରେ ଘରକୁ ଫେରୁଥିବା ସମୟରେ ଟ୍ରକ୍ ସହ ମୁହାଁମୁହିଁ ଧକା ହୋଇଛି । ଏଥିରେ ୯ ଜଣଙ୍କର ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଆସାମ-ତ୍ରିପୁରା ସୀମାରେ କରିମଗଞ୍ଜ ଜିଲ୍ଲା ବୈଥାଖାଲ ଅଞ୍ଚଳ ସ୍ଥିତ 8 […]
ଅଭିନେତା ୟୁସୁଫଙ୍କ ପରଲୋକ
Published On
By Samaya Live
ମୁମ୍ବାଇ: ଅକ୍ଟୋବର ୩୦:ଚଳଚିତ୍ର ଓ ଟେଲିଭିଜନ ଧାରାବାହିକର ଲୋକପ୍ରିୟ ଅଭିନେତା ୟୁସୁଫ ହୁସେନ୍ଙ୍କର ଆଜି ପରଲୋକ ହୋଇଛି । କରୋନା ସଂକ୍ରମଣରେ ଶିକାର ହେବା ପରେ ୟୁସୁଫ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିିକିତ୍ସା କରାଯାଉଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତୁ୍ୟ ବେଳଙ୍କୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଏନେଇ ୟୁସୁଫଙ୍କ ଜ୍ୱାଇଁ ଫିଲ୍ମ ପ୍ରଯୋଜକ ହଂସଲ ମେହେଟ୍ଟା ଜାତୀୟ ଗଣମାଧ୍ୟମକୁ ଖବର ଦେଇଥିଲେ । ୟୁସୁଫ୍ ଜଣେ ହିନ୍ଦୀ […]
ଡେଙ୍ଗୁ ଆତଙ୍କ: ଗଉଡଲେଲିବାଡି ଗ୍ରାମରେ ୩ଦିନରେ ୨ ମୃତ
Published On
By Samaya Live
ରାୟଗଡା,ସେପ୍ଟେମ୍ବର ୨୦: ରାୟଗଡା ଜିଲା କୋଲନରା ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଅନ୍ତର୍ଗତ ଗଉଡଲେଲିବାଡି ଗ୍ରାମରେ ଏବେ ଡେଙ୍ଗୁ ଆତଙ୍କ । ଘରେ ଘରେ ଲୋକେ ଖଟିଆରେ ପଡି ଜ୍ୱରରେ ଶଢ଼ୁଛନ୍ତି । ଗୋଟିଏ ଗୋଟିଏ ସାହିକୁ କବଜା କରିନେଉଛି ଡେଙ୍ଗୁ । ରକ୍ତ ନମୁନାରୁ ଗୋଟିଏ ସାହିର ୭ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି । ଗତ ୩ଦିନ ଭିତରେ ୨ଜଣଙ୍କ ମୃତୁ୍ୟ ପରେ ଲୋକେ ଭୟଭୀତ ହୋଇ ଦିନ କାଟୁଛନ୍ତି । ଆଉ ଚିକିତ୍ସା ସେମାନଙ୍କ […]
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍ଙ୍କ ପରଲୋକ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧୩: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଆଜି କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍ଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବହୁ ଦିନ ଧରି ତାଙ୍କର ସ୍ୱାସ୍ଥାବସ୍ଥ୍ୟା ଖରାପ ରହିଥିଲା । କିଛି ସପ୍ତାହ ପୂର୍ବରୁ ତାଙ୍କ ଦେହ ଅଧିକ ଖରାପ ହୋଇଥିବାରୁ ଚିକିତ୍ସା ନିମନ୍ତେ ମାଙ୍ଗାଲୋର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏନେଇ କଂଗ୍ରେସ ପ୍ରବକ୍ତା ଲାବନ୍ୟା ବଲ୍ଲାଲ ଟୁଇଟ୍ […]
ଦିଲ୍ଲୀରେ ଭୁଶୁଡ଼ିଲା ୫ ମହଲା କୋଠା: ବହୁ ଲୋକ ତଳେ ବଦିଯାଇଥିବା ଆଶଙ୍କା
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧୩: ଉତ୍ତର ଦିଲ୍ଲୀରେ ଥିବା ସବଜୀ ମଣ୍ଡି(ପରିବା ବଜାର) ନିକଟସ୍ଥ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହାର ଖବର ମିଳିବା ପରେ ତୁରନ୍ତ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ଫାୟାରର୍ ଟିମର ୫ଟି ଉଦ୍ଧାରକାରୀ ଗାଡ଼ି ସେଠାରେ ପହଞ୍ଚିଛି । ସ୍ଥାନୀୟ ଉଦ୍ଧାରକାରୀ ଦଳ ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ, ଭୁଶୁଡ଼ି ପଡ଼ିଥିବା ୫ ମହଲା କୋଠା ମଲକାଙ୍ଗଜ […]

