sacred month
କବିତା 

କାର୍ତ୍ତିକ ପୁନେଇଁ

କାର୍ତ୍ତିକ ପୁନେଇଁ କାର୍ତ୍ତିକ ପୁନେଇଁ ଆସିଲାଣି ଧାଇଁ କୁହୁଡ଼ିଆ ଦିଶେ ଧରା ଘାସ ଗାଲିଚାରେ କାକର ପଡ଼ଇ ମନ ମୋହିନିଏ ପରା । । ପ୍ରତି ଓଡ଼ିଆଙ୍କ ପାଇଁ ଏ ପୁନେଇଁ ଅଭୂଲା ପରା ଅଟଇ ନଈ, ସାଗରରେ ଡ଼ଙ୍ଗାକୁ ଭସାଇ ଫେରିଆସନ୍ତି ଖୁସି ହୋଇ । । ଓଡ଼ିଆ ସାଧବ ଦୂର ଦ୍ୱୀପ ଯାଇ ବ୍ୟବସାୟ କରୁଥିଲେ ବୋଇତରେ ଧନ ଆଣୁଥିଲେ ବୋହି ଗୌରବ ବଢ଼ାଉଥିଲେ । । ଏଇ ଦିନ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼ ଜମାଇ […]
Read More...

Advertisement