Sabitri in odisha quarantine centers
ଓଡ଼ିଶା 

ସଙ୍ଗରୋଧ କେନ୍ଦ୍ର ରେ ସାବିତ୍ରୀ ବ୍ରତ ପାଳନ କଲେ ମହିଳା ଅନ୍ତେବାସୀ, ଏପଟେ ମନ୍ଦିର ରେ ତାଲା ଯୋଗୁଁ ନିରାଶ ହେଲେ ମହିଳା ଭକ୍ତ

ସଙ୍ଗରୋଧ କେନ୍ଦ୍ର ରେ ସାବିତ୍ରୀ ବ୍ରତ ପାଳନ କଲେ ମହିଳା ଅନ୍ତେବାସୀ, ଏପଟେ ମନ୍ଦିର ରେ ତାଲା ଯୋଗୁଁ ନିରାଶ ହେଲେ ମହିଳା ଭକ୍ତ By Nagendranath Sahu ଖଲ୍ଲିକୋଟ:୨୨/୦୫: ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ରେ ଆଜି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ମହିଳା ଅନ୍ତେବାସୀ ।ଏପଟେ ଖଲ୍ଲିକୋଟ ସହରରେ ଥିବା ସବୁ ମନ୍ଦିର ରେ ତାଲା ପଡିଥିବା ରୁ ନିରାଶ ହୋଇଛନ୍ତି ମହିଳା ଭକ୍ତ ମାନେ ।ଖଲ୍ଲିକୋଟ ବ୍ଲକ ର ଚିକିଲି ସଙ୍ଗରୋଧ କେନ୍ଦ୍ର ରେ ୫ ଜଣ କିନ୍ନର ଓ ୪ ଜଣ ମହିଳା ରହୁଥିବା ବେଳେ ସେମାନେ ସାବିତ୍ରୀ ବ୍ରତ ପାଳନ କରିବାକୁ ଆଗ୍ରହ […]
Read More...

Advertisement