Sabara Shreekshetra
ଓଡ଼ିଶା 

ଶାବର ଶ୍ରୀକ୍ଷେତ୍ରରେ ହେବନି ରଥ ଟଣା; କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ

ଶାବର ଶ୍ରୀକ୍ଷେତ୍ରରେ ହେବନି ରଥ ଟଣା; କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ ଭୁବନେଶ୍ୱର : ଜୁନ ୧୩: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ହେବନି ରଥଟଣା I ଏହା ଉପରେ ରୋକ୍‌ ଲଗାଇଛି କୋରାପୁଟ ଜିଲ୍ଲା ପ୍ରଶାସନ । ଫଳରେ ମନ୍ଦିର ବାହାରେ ରଥ ଟଣା ହୋଇପାରିବ ନାହିଁ । କରୋନା ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ମନ୍ଦିର ଭିତରେ ହିଁ ରଥଯାତ୍ରାର ସମ୍ପୂର୍ଣ୍ଣ ନୀତିକାନ୍ତି ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେବାୟତମାନେ […]
Read More...

Advertisement