Russian Officials To Visit India
ଦେଶ- ବିଦେଶ 

ଦୁଇ ଦିନିଆ ଭାରତ ଗ୍ରସ୍ତରେ ଋଷ୍‌ ବିଦେଶ ମନ୍ତ୍ରୀ

ଦୁଇ ଦିନିଆ ଭାରତ ଗ୍ରସ୍ତରେ ଋଷ୍‌ ବିଦେଶ ମନ୍ତ୍ରୀ ଦିଲ୍ଲୀ : ମାଚ୍ଚ ୩୧: ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେୟି ଲାବ୍ରୋବ୍‌ ଆଜି ଭାରତ ଗସ୍ତରେ ଆସୁଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ସେ ଏପ୍ରିଲ ୧ ତାରିଖରେ ପର୍ଯ୍ୟନ୍ତ ଭାରତରେ ରହିବେ । ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ପରଠାରୁ ରୁଷ୍‌ର ଭାରତ ସହ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଇଛି । ତେବେ ସେ ଭାରତ ଆସିବା ପୂର୍ବରୁ ଚୀନ୍‌ ଗସ୍ତରେ ରହିଥିଲେ । ସେଠାରେ ମଧ୍ୟ ସେ ଦୁଇ […]
Read More...

Advertisement