Russian missile hit that poland
ବିଶ୍ବ  ରାଜନୀତି 

ସୀମା ପାର କଲା ରୁଷୀୟ କ୍ଷେପଣାସ୍ତ୍ର,ପୋଲାଣ୍ଡରେ ୨ ନାଗରିକ ମୃତ

ସୀମା ପାର କଲା ରୁଷୀୟ କ୍ଷେପଣାସ୍ତ୍ର,ପୋଲାଣ୍ଡରେ ୨ ନାଗରିକ ମୃତ ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସୀମା ପାର କଲା ରୁଷ ର କ୍ଷେପଣାସ୍ତ୍ର । ରୁଷ ର ୟୁକ୍ରେନ୍ ଉପରେ ଲଗାତର ମିଶାଇଲ୍ ମାଡ଼ ଜାରି ରହିଛି I ଗତ ମଙ୍ଗଳବାର ଦିନ ରୁଷ ର କ୍ଷେପଣାସ୍ତ୍ର ସୀମା ପର କରି ପୋଲାଣ୍ଡରେ ମାଡ଼ ହୋଇଛି I ଏହି କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର ପ୍ରେଜେୱଡୋର ୨ ଜଣ ନିହତ ହୋଇଛନ୍ତି I ଏହି ଘଟଣାରେ ପୋଲାଣ୍ଡ୍‌ ତା’ର ସେନାବାହିନୀକୁ ସଜାଗ ରହିବାକୁ ନିର୍ଦେଶ ଦେଇଛି। ୱାର୍‌ସ […]
Read More...

Advertisement