Russia-Ukraine crisis
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଯୁଦ୍ଧ ସମୟରେ ପ୍ରଥମ ଥର ପୁଟିନ ଓ ଜାତି ସଂଘ ମୁଖ୍ୟଙ୍କ ୱାନ୍ ଟୁ ୱାନ୍ କଥାବାର୍ତ୍ତା
Published On
By Samaya Live
ୱାସିଂଟନ୍ : ଏପ୍ରିଲ ୨୮: ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୱାନ୍ ଟୁ ୱାନ୍ ଆଲୋଚାନା କରିଛନ୍ତି । ସେହି ଆଲୋଚନା ବୈଠକରେ ଅନ୍ୟ କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ପ୍ରାୟ ୨ ଘଣ୍ଟା ଧରି ପୁଟିନ ଏବଂ ଗୁଟେରେସ୍ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଜାତିସଂଘ ଏବଂ ଅନ୍ତର୍ଜାତୀୟ ରେଡ୍ କ୍ରସ୍ କମିଟି ମାରିଓପୋଲ୍ ଆଜବଷ୍ଟଲ […]
ୟୁକ୍ରେନରୁ ସୁରକ୍ଷିତ ଫେରିଲେ ବରଗଡର ଛାତ୍ର ଛାତ୍ରୀ
Published On
By Samaya Live
ବରଗଡ : ୟୁକ୍ରେନର ଖାର୍କିବ ସହରରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବରଗଡ ଜିଲ୍ଲାର ଦୁଇ ମେଡିକାଲ ଛାତ୍ର ଛାତ୍ରୀ ନିଜ ଜନ୍ମମାଟିକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଇଣ୍ଡିଗୋ ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ଉଭୟ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କେମ୍ପ ନିବାସୀ ଦୋରା ମାଣ୍ଡା ସୁବ୍ରମନ୍ୟମ୍ ଓ ମାଣ୍ଡା ର୍ନିମଳା ଦେବୀଙ୍କ ବଡ ଝିଅ ମାଣ୍ଡା ଜ୍ୟୋତିଶ୍ୱରି ଓ ବରଗଡ ମିନି ଷ୍ଟାଡିୟମ୍ ପଛ ପେଟ ରହୁଥିବା ଦିଲିପ […]
ଋଷ୍କୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ନିବେଦନ
Published On
By Samaya Live
କିଭ୍: ମାର୍ଚ୍ଚ ୦୯ : ଆଜି ରୁଷ -ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ୧୪ ଦିନ ହେଲା । ଏହାରି ମଧ୍ୟରେ ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ହେବା ସହିତ ବହୁ ଲୋକ ମୃତୁ୍ୟବରଣ କଲେଣି । ଋଷ୍ର ଅମାନବୀୟ ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରାୟ ୨୦ ଲକ୍ଷରୁ ଅଧିକ ୟୁକ୍ରେନ୍ବାସୀ ନିଜ ପରିବାର ସହିତ ଦେଶ ଛାଡ଼ିଲେଣି । ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ଓ ମହିଳାମାନେ ମଧ୍ୟ କେହି ରୁଷ୍ର ବୋମା […]
ୟୁକ୍ରେନ୍ର ‘ୱାର୍ ଜୋନ୍’ରେ ଫସିଥିବା ପାକ୍ଛାତ୍ରୀଙ୍କୁ ଉଦ୍ଧାର କଲା ଭାରତ: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ଦୂତାବାସଙ୍କୁ ଧନ୍ୟବାଦ ଜଣାଲେ ଛାତ୍ରୀ
Published On
By Samaya Live
କିବ୍: ମାର୍ଚ୍ଚ ୦୯: ୟୁକ୍ରେନ୍ର ଏକ ୱାର୍ ଜୋନ୍ରେ ଫସିଥିଥିବା ଜଣେ ପାକିସ୍ତାନୀ ଛାତ୍ରୀଙ୍କୁ କିବ୍ର ଭାରତୀୟ ଦୂତାବାସ ଉଦ୍ଧାର କରିଛନ୍ତି । ଏହାପରେ ଉଦ୍ଧାର ଛାତ୍ରୀ ଜଣଙ୍କ କୃତଜ୍ଞତା ଜଣାଇବା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଦୂତାବାସଙ୍କୁ ଧନ୍ୟବାଦ ଜଣାଇ ଏକ ଭିଡିଓ ଜାରି କରିଛନ୍ତି । ଯାହା ଏବେ ଚର୍ଚ୍ଚାରେ ରହିଛି । India rescues Pakistani student stranded in Ukraine Read @ANI Story | https://t.co/PRTKdtRAhj#Ukraine️ #RescueOperation […]
ୟୁକ୍ରେନ୍କୁ ୭୬ କୋଟି ଟଙ୍କାର ଆର୍ଥିକ ସହାୟତାରାଶି ଦେଲେ ‘ଟାଇଟାନିକ୍’ ଫିଲ୍ମର ହିରୋ
Published On
By Samaya Live
କିଭ୍: ମାର୍ଚ୍ଚ ୦୮: ଋଷ୍-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଜୀବନ ସହିତ ବହୁ ଧନ ହାନି ହେଉଛି । ଋଷ୍ ଭଳି ବଡ଼ ଦେଶ ଆଗରେ ୟୁକ୍ରେନ୍ର ବିଶେଷ ହାନି ହେଉଛି । ଯୁଦ୍ଧରେ ୟୁକ୍ରେନ୍କୁ ସମର୍ଥନ କରି ବହୁ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଯୋଗାଉଛନ୍ତି । ଏହରି ମଧ୍ୟରେ ଟାଇନାନିକ୍ ଫିଲ୍ମର ହିରୋ ତଥା ଲୋକପ୍ରିୟ ହଲିଉଡ୍ ଅଭିନେତା ଲିଓନର୍ଡୋ ଡିକାର୍ପିଓ ୟୁକ୍ରେନ୍କୁ ବଡ଼ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । […]
ଗୁଳ ମାଡ଼ରେ ୟୁକ୍ରେନ୍ରେ ଜଣେ ଭାରତୀୟ ଛାତ୍ର ମୃତ
Published On
By Samaya Live
ନୂଆଦିଲ୍ଲୀ :ମାର୍ଚ୍ଚ ୦୧: ୟୁକ୍ରେନ୍-ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧର ଆଜି ଷଷ୍ଠ ଦିନରେ ଦୁଇ ଦେଶର ବହୁ ସେନାଙ୍କ ସହିତ ସାଧାରଣ ନାଗରିକ ମୃତ ହୋଇଛନ୍ତି । ଏହା ସହିତ ମୃତୁ୍ୟସଂଖ୍ୟା ଦ୍ରୁତ ଗତିରେ ବଢିଚାଲୁଛି । ତେବେ ଯୁଦ୍ଧରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୃତୁ୍ୟବରଣ କରିଛନ୍ତି । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଋଷ ସେନାର ବୋମା […]
ୟୁରୋପୀୟ ସଂଘରେ ବ୍ୟାନ ହେବ ରୁଷିଆ ସରକାରୀ ମିଡିଆ:ଫେସବୁକର ପ୍ୟାରେଂଟ କମ୍ପାନି ମେଟାଭର୍ସ ନିଷ୍ପତ୍ତି
Published On
By Samaya Live
ଦିଲ୍ଲୀ: ମାର୍ଚ୍ଚ ୦୧: ୟୁକ୍ରେନ୍ ଉପରେ ଋଷର ଅମାନବୀୟ ଆକ୍ରମଣକୁ ସାରା ୟୁରୋପୀୟ ଦେଶ ନିନ୍ଦା କରୁଛନ୍ତି । ଏହାସହିତ ୟୁକ୍ରେନ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି । ନିକଟରେ ବିଶ୍ୱର ଧନୀ ତଥା ସ୍ପେସ୍ ଏକ୍ସର ମାଲିକ ଏଲନ୍ ମସ୍କ ୟୁକ୍ରେନ୍ ପାଇଁ ନିଜର ସ୍ୱତନ୍ତ୍ର ଷ୍ଟାର୍ଲିଙ୍କ ଖୋଲିଥିଲା ବେଳେ ଆଜି ଫସବୁକର ପ୍ୟାରେଂଟ କମ୍ପାନି ମେଟାଭର୍ସ ବଡ଼ ନିଷ୍ପତ୍ତି ଘୋଷଣା କରିଛି । ଫେସବୁକର ପ୍ୟାରେଂଟ କମ୍ପାନି ମେଟାଭର୍ସର ୟୁରୋପୀୟ ସଂଘରେ ରୁଷିଆ ସରକାରୀ ମିଡିଆକୁ […]
ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରାଯିବା ପାଇଁ ଭାରତର ସ୍ୱତନ୍ତ୍ର ବ୍ୟବସ୍ଥା: ପୁଟିନଙ୍କ ସହ କଥା ହେଲେ ମୋଦି
Published On
By Samaya Live
ଦିଲ୍ଲୀ: ଫେବୃଆରୀ ୨୫: ୟୁକ୍ରେନ୍-ଋଷର ଯୁଦ୍ଧ ଦିନକୁ ଦିନ ପ୍ରଗାଢ଼ ହୋଇଯାଉଛି । ଏଥିରେ ସମଗ୍ର ଦେଶ ପ୍ରଭାବିତ ହେଉଛନ୍ତି । ୟୁକ୍ରେନ୍ ରାଜଧାନୀ କିଭ୍ରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିପାଇଁ କିଭ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ବୋଲି ଭାରତ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ହେଲ୍ପ୍ଲାଇନ୍ ନମ୍ବର ଜାରି କରାଯାଇଛି […]
ୟୁକ୍ରେନ-ଋଷ ଯୁଦ୍ଧ ସଙ୍କଟ: ଋଷ ବିରୋଧରେ ଆର୍ଥିକ କଟକଣା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ
Published On
By Samaya Live
ଦିଲ୍ଲୀ : ଫେବୃଆରୀ ୨୩: ୟୁକ୍ରେନ-ଋଷ ଯୁଦ୍ଧ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଲାଣି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୂର୍ବ ୟୁକ୍ରେନର ୨ଟି ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିରେ ଆମେରିକା ମଧ୍ୟ ଖପା ରହିଛି । ଋଷର ଏହି କାର୍ଯ୍ୟକୁ ନିନ୍ଦା କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି । ପଶ୍ଚିମ ଦେଶ […]

